ବିକାଶ କୁମାର ନାୟକ
ସାଂସ୍କୃତିକ ଭାରତ ର ଆଧ୍ୟତ୍ମିକ ରାଜଧାନୀ ଅଯୋଧ୍ୟା ଆଜି ଚର୍ଚ୍ଚା ରେ ।ପ୍ରଭୁଙ୍କ ମନ୍ଦିର ର ଭୂମି ପୂଜନ ହେଉଛି । ଦେଶର ପ୍ରଧାନମନ୍ତ୍ରୀ ଏବଂ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ।ତେବେ ଏଦିନ ଦେଖିବା ପାଇଁ ଯେଉଁ ସଂଘର୍ଷ ହୋଇଥିଲା ତାହା ଜାଣିବା ପାଇଁ ଆଜିର ପିଢ଼ି ମନରେ ନିଶ୍ଚିତ ଭାବେ ଇଛା ଉଙ୍କି ମାରେ ଜ୍ଝ ଯେତେବେଳେ ଇତିହାସ ର ପୃଷ୍ଠା କୁ ଅବଲୋକନ କରିବା ,ତେବେ ପ୍ରଥମ ଦୃଷ୍ଟି ନିଶ୍ଚିତ ଭାବେ ମୋଗଲ ଶାସକ ମାନଙ୍କ ଉପରେ ପଡିବ ।ପ୍ରାୟ ୧୫୨୮ ମସିହା ର ଘଟଣା ,ପରାଜିତ ହୋଇ କାବୁଲ ରେ ଆତ୍ମଗୋପନ କରିଥିବା ଭାରତ ର ପ୍ରଥମ ମୋଗଲ ଶାସକ ବାବର , ଭାରତ ର ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ,ବିକ୍ରମାଦିତ୍ୟ ଙ୍କ ଦ୍ୱାରା ସ୍ଥାପିତ ଭବ୍ୟ ରାମ ମନ୍ଦିର କୁ ଧ୍ୱଂସ କରିବା ପାଇଁ ,ନିଜର ସେନାପତି ମୀରାବାକି କୁ ନିର୍ଦ୍ଧ?ଶ ଦେଲା ,ଏବଂ ବାବର ର ନିର୍ଦ୍ଧ?ଶ ରେ ମୀରାବାକି ଭବ୍ୟ ରାମମନ୍ଦିର ଧ୍ୱଂସ କରି ସେଠାରେ ବାବ୍ରି ମସଜିଦ ନିର୍ମାଣ କରିଥିଲା ଜ୍ଝ ଏବଂ ଏହା ଥିଲା ସାଂସ୍କୃତିକ ସ୍ୱାଭିମାନ ଉପରେ ସବୁଠାରୁ ବଡ଼ ପ୍ରହାର ଏବଂ କାଶୀ ,ମଥୁରା ଆଦି ଅନେକ ସ୍ଥାନ ରେ ସହ ସହ ମନ୍ଦିର ଧ୍ୱଂସ କରାଯାଇ ,ଇସ୍ଲାମିକ ଢାଞ୍ଚା ନିର୍ମାଣ କରାଗଲା ଜ୍ଝ ଧୀରେ ଧୀରେ ମୋଗଲ ମାନଙ୍କ ଆଧିପତ୍ୟ ସମାପ୍ତ ହେବାକୁ ଲାଗିଲା ,ଏବଂ ପରେ ପରେ ଭାରତ ବର୍ଷ ରେ ଇଂରେଜ ମାନଙ୍କ ଦ୍ୱାରା ଆମେ ଶାସିତ ହେଲୁ ଦୀର୍ଘ ବର୍ଷ ର ସଂଘର୍ଷ ପରେ ୧୯୪୭ ଅଗଷ୍ଟ ୧୫ ରେ ଆମେ ସ୍ୱାଧୀନତା ଲାଭ କରିଲୁ ଜ୍ଝଦେଶ ସ୍ୱାଧୀନତା ପାଇବା ପରେ ଦେଶ ର ତତ୍କାଳୀନ ସରକାର ,ସୋମନାଥ ମନ୍ଦିର ର ପୁନଃରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ କଲେ ,କିନ୍ତୁ ସେହି ସମୟ ରେ ରାମଜନ୍ମଭୂମୀ ର ପୁନଃଉଦ୍ଧାର ପାଇଁ ଜନମାନସ ରେ ଦାବି ହେଇଥିଲେ ମଧ୍ୟ ସରକାର ଏହା ପ୍ରତି ଦୃଷ୍ଟି ଦେଇନଥିଲେ ଜ୍ଝ ପରେ ଅର୍ଥାତ ୧୯୫୦ ଜାନୁଆରୀ ମାସ ରେ ରାମ ମନ୍ଦିର ର ପୂଜକ ଗୋପାଳ ଚନ୍ଦ୍ର ବିଶାରଦ ଙ୍କ ଦ୍ୱାରା ,ଏକ ପିଟିସନ ଦାୟର କରାଗଲା ଅଯୋଧ୍ୟା ଜିଲ୍ଲା ନ୍ୟାୟାଳୟ ରେ ଏବଂ ସେହି ବର୍ଷ ରାମଲାଲା ଙ୍କ ପ୍ରତିମୂର୍ତ୍ତି ଗର୍ଭଗୃହ ରେ ଥିବାର ଜଣାପଡିଥିଲା ଏବଂ ୧୯୫୯ ରେ ନିର୍ମହି ଅଖାଡା ଆଉ ଏକ ପିଟିସନ ଦାୟର କରିଥିଲା ,ଅଯୋଧ୍ୟା ନ୍ୟାୟାଳୟ ରେ କି ,ରାମ ମନ୍ଦିର ର ସମସ୍ତ ପ୍ରଶାସନିକ ଦାଇତ୍ୱ ନିର୍ମହି ଆଖଡ଼ା କୁ ପ୍ରଦାନ କରାଯାଉ ,ଏବଂ ପରବର୍ତ୍ତୀ ମୁହୂର୍ତ୍ତ ରେ ମୁସଲମାନ ପକ୍ଷ ରୁ ସୁନି ୱକ୍ତ ବୋର୍ଡ଼ ପକ୍ଷ ରୁ ଆଉ ଏକ ପିଟିସନ ଦାୟର କଲା ,ସମ୍ପୂର୍ଣ ଭୂମି ମସଜିଦ ର ବୋଲି ଦାବି କରିଲା ଧୀରେ ତାହା ଆଲ୍ହାବାଦ ଉଚ୍ଚ ନ୍ୟାୟାଳୟ କୁ ଚାଲିଗଲା ,୧୯୮୬-୮୭ ରେ ରାମଲାଲା ପକ୍ଷରୁ ଦେବକୀନନ୍ଦନ ଅଗ୍ରୱାଲ ଆଲ୍ହାବାଦ ଉଚ୍ଚନ୍ୟାଳୟ ରେ ପିଟିସନ ଦାୟର କରିଲେ ଏହିପରି ଭାବରେ ନ୍ୟାୟାଳୟ ରେ ୪ଟି ମାମଲା ରାମଜନ୍ମଭୂମୀ କୁ ନେଇ ଚାଲିଲା ଜ୍ଝ ଏହି ମଧ୍ୟ ରେ ସାରା ଭାରତ ବର୍ଷ ରେ ଏକ ଜନ ଜାଗରଣ ସୃଷ୍ଟି ହୋଇସାରିଥିଲା ,ସାରା ଭାରତ ଭାରତ ବର୍ଷ ରେ ଶିଳା ପୂଜନ ଆରମ୍ଭ ହୋଇସାରିଥିଲା ,ଦେଶ ରେ ଲକ୍ଷ ଲକ୍ଷ କରସେବାକ ,କରସେବା କରିବା ପାଇଁ ,ଅତି ତତ୍ପରତା ସହିତ ଲାଲକ୍ରିଷ୍ଣା ଆଡ଼ଭାନୀ ଙ୍କ ନେତୃତ୍ୱ ରେ ରାମରଥଯାତ୍ରା ରେ ଭାଗନେବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ୧୯୯୨ ଡିସେମ୍ବର ୦୬ ତାରିଖ ରେ ହଜାର ହଜାର କରସେବକ ମାନଙ୍କ ଦ୍ୱାରା ବାବ୍ରି ମସଜିଦ ର ଢାଞ୍ଚା କୁ ଭାଙ୍ଗି ଦିଆଗଲା ଜ୍ଝ ଏବଂ ଅଯୋଧ୍ୟା ରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଯେଉଁ ସଂକଳ୍ପ ନିଆଯାଇଥିଲା ତା୧୯୯୨ ଡିସେମ୍ବର ୦୬ ରିଖ ରେ ତାହା ଦ୍ୱିଗୁଣିତ ହୋଇଗଲା ,ସାରା ଦେଶ ରେ ରାଷ୍ଟ୍ରୀୟ ସ୍ୱାଭିମାନ ର ରକ୍ଷା କରିବା ପାଇଁ ଆକ୍ରୋଶ ଦେଖାଗଲା ଜ୍ଝତତ୍କାଳୀନ ଉତ୍ତର ପ୍ରଦେଶ ସରକାର ଶହ ଶହ କରସେବକ ମାନଙ୍କ ଉପରେ ଗୁଳିମାଡ କରିଥିଲେ ଏବଂ ଅନେକ ରାମ ଭକ୍ତ ସେହି ସ୍ଥାନ ରେ ଟଳିପଡିଲେ ଜ୍ଝ୧୯୯୩ ଜାନୁଆରୀ ୦୭ରେ କେନ୍ଦ୍ର ସରକାର ସମସ୍ତ ୬୭ ଏକର ଜମି କୁ ନିଜ ଅକ୍ତିଆର କୁ ନେଇଗଲେ ଜ୍ଝ୧୯୯୪ ରେ ଆଲ୍ହାବାଦ ନ୍ୟାୟାଳୟ ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଲା ଗକ୍ଟଗ୍ଦହସୟ ସଗ୍ଦ ଦ୍ଭକ୍ଟଗ୍ଧ ରଗ୍ଦଗ୍ଦରଦ୍ଭଗ୍ଧସବକ୍ଷ ଗ୍ଧକ୍ଟ ଓଗ୍ଦକ୍ଷବଜ୍ଞ ଅର୍ଥାତ ନମାଜ ଯେ କୌଣସି ସ୍ଥାନ ରେ ପଢା ଯାଇପାରିବ ,କିନ୍ତୁ ବିବାଦୀୟ ସ୍ଥାନ ରେ ନମାଜ ପଢିଲେ ତାହା ଗ୍ରହଣୀୟ ନୁହେଁ .ତେବ? ଏଠି ମଧ୍ୟରୁ ୨ଟି ଗୁରୁତ୍ୱପୂର୍ଣ କଥା ଉଠୁଛି ପ୍ରଥମଟି ହେଲା ସତରେ କଣ ମନ୍ଦିର ଭଙ୍ଗା ଯାଇ ମସଜିଦ ତିଆରି ହୋଇଛି ,ନ ମସଜିଦ ସମ୍ପୂର୍ଣ ଏକ ସାଧାରଣ ଭୂମି ଉପରେ ନିର୍ମାଣ ହୋଇଛି ଜ୍ଝ ମସିହା କ୍ସର ଆଲ୍ହାବାଦ ନ୍ୟାୟାଳୟ ତାଲାଖୋଲି ବା ସହିତ ଏ.ଏସ.ଆଇ ଖନନ ପାଇଁ ନିର୍ଦ୍ଧ?ଶ ଦେଲେ ଏବଂ ଏ.ଏସ.ଆଇ ର ମୁଖ୍ୟ ଥିଲେ କେ .କେ ମୋହମ୍ମଦ ,ଏବଂ ଯେତେବେଳେ ଏ.ଏସ.ଆଇ ଖନନ କାର୍ଯ୍ୟ ଚାଲିଲା ସେତେବେଳେ ମାଟି ମଧ୍ୟରୁ ୫୦ ଟି ଖମ୍ବ ଯାହାକି ସମାଦୁରତ୍ୱ ରେ ଅବସ୍ଥିତ ଏବଂ ଖମ୍ବ ରେ ବିଭିର୍ଣ୍ଣ ଦେବା ଦେବୀ ଙ୍କର ଚିତ୍ର ଖୋଦିତ ଥିବାର ନଜରକୁ ଆସିଲା ,ଯାହାକି ସମ୍ପୂର୍ଣ ଭାବେ ସ୍ପଷ୍ଟ କରିଲା କି ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ ହୋଇଛି ୩୦ ଡିସେମ୍ବର ୨୦୧୦ ରେ ଆଲ୍ହାବାଦ ନ୍ୟାୟାଳୟ ର ରାୟ ଆସିଲା ଯେଉଁଥିରେ ନ୍ୟାୟାଳୟ ସଂପୂର୍ଣ୍ଣ ସ୍ପଷ୍ଟ କରିଲେ ଜେ ମନ୍ଦିର ଧ୍ୱଂସ କରଯାଇ ମସଜିଦ ନିର୍ମାଣ ହୋଇଛି ଏବଂ ରାମଲାଲା ଙ୍କ ବିଜୟ ମଧ୍ୟ ହେଲା ,କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହିକିଯେ ନ୍ୟାୟାଳୟ ଙ୍କ ରାୟ ବିବାଦିତ ଜମିକୁ ୩ ଭାଗ ରେ ବିଭକ୍ତ କରିଦେଲେ ଜ୍ଝ କିନ୍ତୁ ଏଠି ପ୍ରଶ୍ନ ଥିଲା ରାମଜନ୍ମଭୂମୀ ର ଆମେ କଦାପି ଆମ୍ଭ ରଷ୍ଟ୍ରିୟ ସ୍ୱାଭିମାନ ସହିତ ବୁଝାମଣା କରିବୁ ନାହିଁ ,ଏହିପରି ଭାବରେ ଡିସେମ୍ବର ୨୦୧୦ ରେ ପୁଣିଥରେ ଭାରତ ର ଉଚ୍ଚତମ ନ୍ୟାୟାଳୟ ରେ ପୁଣିଥରେ ପିଟିସନ ଦାୟର ହେଲା ,ତାରିଖ ପରେ ତାରିଖ ଗାଡିଚାଲିଲା ଏବଂ ତତ୍କାଳୀନ ପ୍ରଧାନ ବିଚାରପତି ଙ୍କ ଏକ ମନ୍ତବ୍ୟ ଆମ ଦେଶ ର ହଜାର ହଜାର ରମଭକ୍ତ ଙ୍କ ଆସ୍ଥା କୁ ଭାଙ୍ଗି ଚୁରମାର କରିଦେଲା ,ଏବଂ ସେହି ମନ୍ତବ୍ୟ ଟି ଥିଲା ନ୍ତଙ୍ଗର ଷବଙ୍ଖର କ୍ଟଗ୍ଧଷରକ୍ସ କ୍ଟ୍ରକ୍ସସକ୍ଟକ୍ସସଗ୍ଧସରଗ୍ଦ ନ୍ତଜନସାଧରଣ ଙ୍କ ମନରେ ପ୍ରଶ୍ନ ଥିଲା ଉଚ୍ଚତମ ନ୍ୟାୟାଳୟ ପାଇଁ ସମଲିଙ୍ଗୀ ବିଭାହ ପ୍ରାଥମିକତା ହୋଇପାରୁଛି ,ଆତଙ୍କବାଦୀ ର ଫସି ରୋକିବା ପାଇଁ ମଧ୍ୟରାତ୍ରି ରେ ଉଚ୍ଚତମ ନ୍ୟାୟାଳୟ ଖୋଲି ପାରୁଛି ,କିନ୍ତୁ ରାମଜନ୍ମଭୂମୀ ପରି ରାଷ୍ଟ୍ରୀୟ ସ୍ୱାଭିମାନ ପ୍ରାଥମିକତା ହୋଇପାରୁନାହିଁ ,ଲାଗୁଥିଲା ସତେ ଯିମିତି ରାଷ୍ଟ୍ରୀୟ ସ୍ୱାଭିମାନ ଆଜି ଭିକ୍ଷା ମାଗୁଛି ଜ୍ଝ ଯାହା ବି ହେଉ ଦୀର୍ଘ ୫୦୦ ବର୍ଷ ର ସଂଘର୍ଷ ଲକ୍ଷେ ଆସିହାଜର ରୁ ଉର୍ଦ୍ଧ ରମଭକ୍ତ ମାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି ୨୦୧୯ ଦ୍ଭକ୍ଟଙ୍ଖ ୯ ରେ ଅଯୋଧ୍ୟା ରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଆସିଲା , ଏବଂ ବଙ୍କଶ ୫ ୨୦୨୦ ରେ ଭାରତ ର ଜସ୍ୱଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ଭବ୍ୟମନ୍ଦିର ର ଭୂମି ପୂଜନ କରାଗଲା ଆଗାମୀ ଦିନ ରେ ଏହି ମନ୍ଦିର ରାମରାଜ୍ୟ ର ପରିକଳ୍ପନା ସହିତ ଆଧୁନିକ ଭାରତ ର ସାଂସ୍କୃତିକ , ଧାର୍ମିକ ଓ ଆଧୁନିକ ରାଜଧାନୀ ହେବ ।

Comments
Post a Comment